ଷ୍ଟ୍ରୋକ: ମୃତ୍ୟୁ ଅଥବା ଶାରୀରିକ/ମାନସିକ ଅସମର୍ଥ

ଏକ ଗବେଷଣା ରୁ ଜଣା ପଡ଼ିଛି ପ୍ରତି ୨ ସେକେଣ୍ଡ ରେ ଜଣେ ଷ୍ଟ୍ରୋକ ର ଶିକାର ହେଉଛନ୍ତି ଏବଂ ପ୍ରତି ୫ ସେକେଣ୍ଡ ରେ ଜଣେ ଷ୍ଟ୍ରୋକ ରେ ମୃତ୍ୟୁ ବରଣ କରନ୍ତି – ଲିଙ୍ଗ ଓ ବୟସ ନିର୍ବିଶେଷରେ ।

୭୦ ପ୍ରତିଶତ ରୁ ଅଧିକ ଷ୍ଟ୍ରୋକ ମଧ୍ୟ ଓ ନିମ୍ନ ଆୟକାରୀ ଦେଶ ମାନଙ୍କରେ ଦେଖିବାକୁ ମିଳୁଛି ଯେଉ ଥିରେ ଭାରତ ମଧ୍ୟ ରହିଛି।

ଷ୍ଟ୍ରୋକ ପ୍ରତି ସାବଧାନ ରୁହନ୍ତୁ

ଷ୍ଟ୍ରୋକ ସଚେତନତା ବୃଦ୍ଧି ଏବଂ ଷ୍ଟ୍ରୋକ ସାହାଜ୍ୟକାରି, ବିଶେଷଜ୍ଞ, ଯନ୍ତ୍ରପାତି ଏବଂ ସେବା ପ୍ରଦାନକାରୀଙ୍କ ପାଇଁ ନିମ୍ନଲିଖିତ ଚ୍ୟାନେଲଗୁଡ଼ିକରେ ଯୋଗ ଦିଅନ୍ତୁ, ପରସ୍ପରଠାରୁ ଅଂଶୀଦାର, ଉତ୍ସାହିତ ଏବଂ ଶିଖିବା ପାଇଁ ଓ ସର୍ବାଧିକ ପହଞ୍ଚିବା ପାଇଁ ଦୟାକରି ଆପଣଙ୍କର ନେଟୱାର୍କ, ବନ୍ଧୁ ଇତ୍ୟାଦି ମଧ୍ୟରେ ପ୍ରଚାର କରନ୍ତୁ | ଧନ୍ୟବାଦ !

STROKE : EITHER DEATH OR DISABILITY !

About every two seconds someone suffers a stroke and about every five seconds someone dies from a stroke – regardless of age or gender!

70 % or more strokes occur in lower or middle income group countries, including India.

BE MORE STROKE AWARE!